ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ

କଟକ,୨୫ା୫: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଦୁଇ ଓଡ଼ିଆ ଯୁବକ ଗିରଫ ହୋଇଛନ୍ତି। ଏହି ଦୁଇ ଯୁବକ ହେଲେ କଟକ ଚାଉଳିଆଗଞ୍ଜ ପୋଲିସ ମହାନଦୀ ବିହାର ଅଞ୍ଚଳର ସୌରଭ ସାହୁ ଏବଂ ଗୌତମ କୁମାର ଲେଙ୍କ। ଏନେଇ ଏସିପି କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଦୁଇ ଅଭିଯୁକ୍ତଙ୍କଠାରୁ ୨ଟି ମୋବାଇଲ ଜବତ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି। The post ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ appeared first on Dharitri Odia News.

ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ

କଟକ,୨୫ା୫: ପାକିସ୍ତାନ ଜିନ୍ଦାବାଦ ନାରା ଦେଇ ଦୁଇ ଓଡ଼ିଆ ଯୁବକ ଗିରଫ ହୋଇଛନ୍ତି। ଏହି ଦୁଇ ଯୁବକ ହେଲେ କଟକ ଚାଉଳିଆଗଞ୍ଜ ପୋଲିସ ମହାନଦୀ ବିହାର ଅଞ୍ଚଳର ସୌରଭ ସାହୁ ଏବଂ ଗୌତମ କୁମାର ଲେଙ୍କ। ଏନେଇ ଏସିପି କୃଷ୍ଣଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏହି ଦୁଇ ଅଭିଯୁକ୍ତଙ୍କଠାରୁ ୨ଟି ମୋବାଇଲ ଜବତ ହୋଇଛି। ପୋଲିସ ଏନେଇ ଅଧିକ ତଦନ୍ତ ଜାରି ରଖିଥିବା ସେ କହିଛନ୍ତି।

The post ପାକିସ୍ତାନ ଜିନ୍ଦାବାଦ କହି ବନ୍ଧା ହେଲେ ୨ ଓଡ଼ିଆ ଯୁବକ appeared first on Dharitri Odia News.