ପାକିସ୍ତାନରେ ଭୋକ ଦାଉ, ଅନାହାରରେ ଅଛନ୍ତି କୋଟିଏ ନାଗରିକ

କାଙ୍ଗାଳ ପାକିସ୍ତାନ ପାଖରେ ନିଜ ଲୋକଙ୍କ ପେଟ ଭରିବାକୁ ସମ୍ୱଳ ନାହିଁ । ନିଜ ପିଲାଙ୍କୁ ଯୋଗାଇ ପାରୁନି ପୁଷ୍ଟିକର ଖାଦ୍ୟ । ବଢୁଥିବା ଖାଦ୍ୟ ସଂକଟର ବୋଝ ତଳେ ଏବେ ଚେପା ହୋଇଗଲାଣି ପାକିସ୍ତାନ ।

ପାକିସ୍ତାନରେ ଭୋକ ଦାଉ, ଅନାହାରରେ ଅଛନ୍ତି କୋଟିଏ ନାଗରିକ
Array