ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି। ପ୍ରଥମେ ଖେଳି ସିଏସ୍‌କେ ୧୬୭ ରନ ସଂଗ୍ରହ କରିଥିଲା। ପଞ୍ଜାବ ଧାର୍ଯ୍ୟ ୨୦ ଓଭରରେ ମାତ୍ର ୧୩୯ ରନ ସ୍କୋର କରିପାରଥିଲା। ଫଳରେ ଚେନ୍ନାଇ ୨୮ ରନ୍‌ରେ ବିଜୟ ହାସଲ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ୩ ବର୍ଷ ପରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିବାରେ ସଫଳ ହୋଇଛି। ପଞ୍ଜାବଠାରୁ […] The post ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ appeared first on Dharitri Odia News.

ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ

ଚେନ୍ନାଇ,୫।୫: ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୨୮ ରନରେ ପରାସ୍ତ କରିଛି। ଚେନ୍ନାଇର ବିଜୟରେ ରବିନ୍ଦ୍ର ଜାଡେଜାଙ୍କ ତୀକ୍ଷ୍ଣ ବୋଲିଂରେ ଅନେକ ଅବଦାନ ରହିଛି। ପ୍ରଥମେ ଖେଳି ସିଏସ୍‌କେ ୧୬୭ ରନ ସଂଗ୍ରହ କରିଥିଲା। ପଞ୍ଜାବ ଧାର୍ଯ୍ୟ ୨୦ ଓଭରରେ ମାତ୍ର ୧୩୯ ରନ ସ୍କୋର କରିପାରଥିଲା। ଫଳରେ ଚେନ୍ନାଇ ୨୮ ରନ୍‌ରେ ବିଜୟ ହାସଲ କରିଥିଲା। ଚେନ୍ନାଇ ସୁପର କିଙ୍ଗ୍ସ ୩ ବର୍ଷ ପରେ ପଞ୍ଜାବ କିଙ୍ଗସକୁ ପରାସ୍ତ କରିବାରେ ସଫଳ ହୋଇଛି। ପଞ୍ଜାବଠାରୁ ଲଗାତର ୫ ପରାଜୟ ପରେ ଶେଷରେ ସଫଳତାର ସ୍ବାଦ ଚାଖିଛି ଚେନ୍ନାଇ।

The post ପାଖାପାଖି ୧୧୦୦ ଦିନ ପରେ ପଞ୍ଜାବକୁ ଧୂଳି ଚଟେଇଲା ଚେନ୍ନାଇ appeared first on Dharitri Odia News.