ପାଖେଇ ଆସିଲାଣି ନିର୍ବାଚନ, ଏବେ ଯାଏଁ ଛିଣ୍ଡୁନି ବିଜେପିର '୧୫' ଅଙ୍କ

ଭୁବନେଶ୍ୱର ୨୩।୦୪ : ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ଛିଣ୍ଡୁନି ଅଙ୍କକଷା । ୧୩୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ହେଲେ ଏବେ ଯାଏଁ ରାଜ୍ୟର ୧୫ ଆସନ ଲାଗି ଛିଣ୍ଡୁନି ଅଙ୍କ କଷା ।  ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତି ସିଟ୍‌ ଉପରେ ଚାଲିଛି ତର୍ଜମା । ଏମିତିକି ପ୍ରତୀପକ୍ଷଙ୍କ ଗୋଟିଚାଳନା ଉପରେ ନଜର ମଧ୍ୟ ରଖିଛି ଦଳ । କାହାକୁ ଏବଂ କେଉଁଠୁ ପ୍ରାର୍ଥୀ କଲେ ଦଳର ବିଜୟ ସମ୍ଭାବନା ଅଧିକ ରହିବ । ଖାସ୍‌ କରି ଦଳରେ ବିଦ୍ରୋହ ହେବ ନାହିଁ । ତାହା ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେଇ ବାକି ଆସନ ଲାଗି ଟିକେଟ୍‌ ଅଙ୍କ କଷା ଚାଲିଛି । ତେବେ ଆସନ୍ତୁ ଜାଣିବା କେଉଁ ସବୁ ଆସନରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ…୧. ବେଗୁନିଆ - ବୋଲଗଡ଼୨. ଖୋର୍ଦ୍ଧା ୩. କଟକ - ବାରବାଟୀ୪. ବରୀ୫. ଭଣ୍ଡାରିପୋଖରୀ୬.ବାସୁଦେବପୁର୭. ଭୋଗରାଇ୮. ବସ୍ତା୯. ନୀଳଗିରି୧୦. ହିନ୍ଦୋଳ୧୧. ତେଲକୋଇ ୧୨. ଘଷିପୁରା ୧୩. ଚମ୍ପୁଆ ୧୪. ସାଲେପୁର୧୫. କେନ୍ଦ୍ରାପଡ଼ା 

ପାଖେଇ ଆସିଲାଣି ନିର୍ବାଚନ, ଏବେ ଯାଏଁ ଛିଣ୍ଡୁନି ବିଜେପିର '୧୫' ଅଙ୍କ

ଭୁବନେଶ୍ୱର ୨୩।୦୪ : ପାଖେଇ ଆସିଲାଣି ନିର୍ବାଚନ । ଆଉ ଦିନ କେଇଟା ପରେ ଓଡିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ହେଲେ ଏବେ ଯାଏଁ ଛିଣ୍ଡୁନି ଅଙ୍କକଷା । ୧୩୨ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି ବିଜେପି । ହେଲେ ଏବେ ଯାଏଁ ରାଜ୍ୟର ୧୫ ଆସନ ଲାଗି ଛିଣ୍ଡୁନି ଅଙ୍କ କଷା ।  

ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରତି ସିଟ୍‌ ଉପରେ ଚାଲିଛି ତର୍ଜମା । ଏମିତିକି ପ୍ରତୀପକ୍ଷଙ୍କ ଗୋଟିଚାଳନା ଉପରେ ନଜର ମଧ୍ୟ ରଖିଛି ଦଳ । କାହାକୁ ଏବଂ କେଉଁଠୁ ପ୍ରାର୍ଥୀ କଲେ ଦଳର ବିଜୟ ସମ୍ଭାବନା ଅଧିକ ରହିବ । ଖାସ୍‌ କରି ଦଳରେ ବିଦ୍ରୋହ ହେବ ନାହିଁ । ତାହା ଉପରେ ମଧ୍ୟ ଦଳ ଗୁରୁତ୍ୱ ଦେଇ ବାକି ଆସନ ଲାଗି ଟିକେଟ୍‌ ଅଙ୍କ କଷା ଚାଲିଛି । 

ତେବେ ଆସନ୍ତୁ ଜାଣିବା କେଉଁ ସବୁ ଆସନରେ ବିଜେପି ପ୍ରାର୍ଥୀଙ୍କ ନାମ ଘୋଷଣା କରିନାହିଁ…

୧. ବେଗୁନିଆ - ବୋଲଗଡ଼

୨. ଖୋର୍ଦ୍ଧା 

୩. କଟକ - ବାରବାଟୀ

୪. ବରୀ

୫. ଭଣ୍ଡାରିପୋଖରୀ

୬.ବାସୁଦେବପୁର

୭. ଭୋଗରାଇ

୮. ବସ୍ତା

୯. ନୀଳଗିରି

୧୦. ହିନ୍ଦୋଳ

୧୧. ତେଲକୋଇ 

୧୨. ଘଷିପୁରା 

୧୩. ଚମ୍ପୁଆ 

୧୪. ସାଲେପୁର

୧୫. କେନ୍ଦ୍ରାପଡ଼ା