ପାଖେଇ ଆସିଲାଣି ପରୀକ୍ଷା କେବେ ମିଳିବ ପିଲାଙ୍କୁ ଇଂରାଜୀ ବହି ?
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି । ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି ।
ବାର୍ଷିକ ପରୀକ୍ଷା ପାଖେଇ ଆସିଲାଣି। ହେଲେ ନୂଆଡିହି ପ୍ରାଥମିକ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ପିଲାଙ୍କୁ ମିଳିନି ଇଂରାଜୀ ବହି।