ପାଟଦର୍ହା ଘାଟିରେ ୫୦ଫୁଟ ତଳକୁ ଖସିଲା ବାଇକ୍, ଚାଲିଗଲା ଆରୋହୀଙ୍କ ଜୀବନ

ନୂଆପଡା ୧୩।୭: ୫୦ ଫୁଟ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଘାଟିରେ ଅଘଟଣ ଘଟିଛି । ମୃତକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗ୍ରାମର ରଞ୍ଜିତ ବେହେରା ।ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଘାଟିରେ ଅଘଟଣ ଘଟିଛି । ୫୦ ଫୁଟ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗ୍ରାମର ରଞ୍ଜିତ ବେହେରା । କୌଣସି କାମରେ ପାଟଦର୍ହାରୁ ନାଗପଡା ଫେରୁଥିବା ସମୟରେ ଭରସାମ୍ୟ ହରାଇ ଘାଟିର ୫୦ ଫୁଟ ତଳକୁ ଖସି ପଡିଥିଲା ବାଇକ୍। ବୋଡେନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ବୋଡେନ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।You Can Read:ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ, ରେଳବାଇ ପୋଲିସର ତଦନ୍ତ 

ପାଟଦର୍ହା ଘାଟିରେ ୫୦ଫୁଟ ତଳକୁ ଖସିଲା ବାଇକ୍, ଚାଲିଗଲା ଆରୋହୀଙ୍କ ଜୀବନ

ନୂଆପଡା ୧୩।୭: ୫୦ ଫୁଟ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ । ନୂଆପଡ଼ା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଘାଟିରେ ଅଘଟଣ ଘଟିଛି । ମୃତକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗ୍ରାମର ରଞ୍ଜିତ ବେହେରା ।

ସୂଚନାଯୋଗ୍ୟ ଯେ, ନୂଆପଡା ଜିଲ୍ଲା ବୋଡେନ ଥାନା ପାଟଦର୍ହା ଘାଟିରେ ଅଘଟଣ ଘଟିଛି । ୫୦ ଫୁଟ ତଳକୁ ଖସି ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଥାନା ଖଗସା ଗ୍ରାମର ରଞ୍ଜିତ ବେହେରା । କୌଣସି କାମରେ ପାଟଦର୍ହାରୁ ନାଗପଡା ଫେରୁଥିବା ସମୟରେ ଭରସାମ୍ୟ ହରାଇ ଘାଟିର ୫୦ ଫୁଟ ତଳକୁ ଖସି ପଡିଥିଲା ବାଇକ୍। ବୋଡେନ ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଉଦ୍ଧାର କରି ବୋଡେନ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ମୃତ ଘୋଷଣା କରିଛନ୍ତି ।

You Can Read:

ଟ୍ରେନ୍‌ରୁ ଖସି ଯୁବକଙ୍କ ମୃତ୍ୟୁ, ରେଳବାଇ ପୋଲିସର ତଦନ୍ତ