ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଟେକାପଥର ମାଡ଼

ବାଙ୍କୀ,୨୬ା୫: କଟକ ଜିଲା ବାଙ୍କୀର ବୈଦେଶ୍ୱର ଥାନାର ପାଟ୍ରୋଲିଂ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିଛନ୍ତି। କାଳିପୋଇ ପଞ୍ଚାୟତରୁ ଚଢ଼େଇବନ୍ଧ ଗାଁକୁ ପାଟ୍ରୋଲିଂ ପାଇଁ ଗଲା ବେଳେ ଏହି ଢେଲାମାଡ଼ ହୋଇଛି। ଫଳରେ ପୋଲିସ ଭ୍ୟାନ୍‌ର ପଛପଟ କାଚ ଭାଙ୍ଗି ଚୂରମାର୍‌ ହୋଇଯାଇଛି। ଦୁର୍ବୃତ୍ତ ଥାନାରେ ଅଟକ ଥିବା ଜଣାପଡ଼ିଛି। ତେବେ କାହିଁକି କେଉଁ ଉଦ୍ଦେଶ୍ରରେ ପୋଲିସ ଗାଡ଼ିକୁ ଢେଲାମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ। The post ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଟେକାପଥର ମାଡ଼ appeared first on Dharitri Odia News.

ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଟେକାପଥର ମାଡ଼

ବାଙ୍କୀ,୨୬ା୫: କଟକ ଜିଲା ବାଙ୍କୀର ବୈଦେଶ୍ୱର ଥାନାର ପାଟ୍ରୋଲିଂ ଗାଡ଼ି ଉପରକୁ ଦୁର୍ବୃତ୍ତମାନେ ଟେକାପଥର ମାଡ଼ କରିଛନ୍ତି। କାଳିପୋଇ ପଞ୍ଚାୟତରୁ ଚଢ଼େଇବନ୍ଧ ଗାଁକୁ ପାଟ୍ରୋଲିଂ ପାଇଁ ଗଲା ବେଳେ ଏହି ଢେଲାମାଡ଼ ହୋଇଛି। ଫଳରେ ପୋଲିସ ଭ୍ୟାନ୍‌ର ପଛପଟ କାଚ ଭାଙ୍ଗି ଚୂରମାର୍‌ ହୋଇଯାଇଛି।

ଦୁର୍ବୃତ୍ତ ଥାନାରେ ଅଟକ ଥିବା ଜଣାପଡ଼ିଛି। ତେବେ କାହିଁକି କେଉଁ ଉଦ୍ଦେଶ୍ରରେ ପୋଲିସ ଗାଡ଼ିକୁ ଢେଲାମାଡ଼ ହୋଇଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନାହିଁ।

The post ପାଟ୍ରୋଲିଂ ବେଳେ ପୋଲିସ ଗାଡ଼ିକୁ ଟେକାପଥର ମାଡ଼ appeared first on Dharitri Odia News.