ପାଣି ଟାଙ୍କିରେ ବାହାରିଲା ୩୦ ମାଙ୍କଡ଼ଙ୍କ ମୃତଦେହ
ସେଇ ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨୦୦ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି।
ପିଇବା ପାଣି ଟାଙ୍କିରୁ ୩୦ ମାଙ୍କଡଙ୍କ ମୃତଦେହ ଉଦ୍ଧାର। ସେଇ ପାଣି ଟାଙ୍କିରୁ ପାଣି ବ୍ୟବହାର କରିଥିବା ୨୦୦ ପରିବାର ସଦସ୍ୟଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ତେଲଙ୍ଗାନାର ନାଲଗୋଣ୍ଡା ଜିଲ୍ଲା ନନ୍ଦିକୋଣ୍ଡା ମ୍ୟୁନିସିପାଲିଟି ଅଞ୍ଚଳରେ ଘଟିଛି।