ଲତିକାଙ୍କ ଅଭିଯୋଗକୁ ନେଇ ଜବାବ ରଖିଲେ ରଞ୍ଜିତା

ଗୋଳମାଳିଆ ହେଲାଣି ଗଞ୍ଜାମ ରାଜନୀତି ।

ଲତିକାଙ୍କ ଅଭିଯୋଗକୁ ନେଇ ଜବାବ ରଖିଲେ ରଞ୍ଜିତା

ଗୋଳମାଳିଆ ହେଲାଣି ଗଞ୍ଜାମ ରାଜନୀତି । ବିଜେଡି ସାଂସଦ ପ୍ରାର୍ଥୀ ହୋଇଥିବା ରଞ୍ଜିତା ସାହୁ କହିଲେ, ମୁଁ ନିଜେ କ୍ୟାଣ୍ଡିଡେଟ୍, କେମିତି ଦଳକୁ ହରାଇବି ? ଦେଖନ୍ତୁ ପୂରା ରିପୋର୍ଟ ।