ପାଣିକୋଇଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ପୁଲିସ ଡିଏସପିଙ୍କ ସହ ସମ୍ପର୍କୀୟଙ୍କ ମୃତ୍ୟୁ ।
କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଡିଏସପିଙ୍କ ଜୀବନ । ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ଘଟିଛି ଏହି ଦୁର୍ଘଟଣା । ରାଇସ ମିଲ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେଇଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଯାଜପୁରର ଡିଏସିପି ବଳରାମ ନାୟକ ତାଙ୍କ ସମ୍ପର୍କୀୟଙ୍କ ସହ ଯାଉଥିବାବେଳେ ଘଟିଛି ଏହି ଘଟଣା। ତେବେ ଡିଏସପିଙ୍କ ସହ ତାଙ୍କର ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।

କନକ ବ୍ୟୁରୋ : ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଚାଲିଗଲା ଡିଏସପିଙ୍କ ଜୀବନ । ପାଣିକୋଇଲି ଥାନା କୃପାଳୁ ରାଇସ ମିଲ ନିକଟରେ ଘଟିଛି ଏହି ଦୁର୍ଘଟଣା ।
ରାଇସ ମିଲ ନିକଟରେ କାରକୁ ଏକ ଟ୍ରକ ଧକ୍କା ଦେଇଥିବା ବେଳେ ଦୁର୍ଘଟଣା ଘଟି ଦୁଇ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଯାଜପୁରର ଡିଏସିପି ବଳରାମ ନାୟକ ତାଙ୍କ ସମ୍ପର୍କୀୟଙ୍କ ସହ ଯାଉଥିବାବେଳେ ଘଟିଛି ଏହି ଘଟଣା। ତେବେ ଡିଏସପିଙ୍କ ସହ ତାଙ୍କର ସମ୍ପର୍କୀୟଙ୍କ ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡିଛି।