ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ…
କର୍ଲାମୁଣ୍ଡା,୨୭ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଗଜବାହାଲ ପଞ୍ଚାୟତ କଅଁସିଲ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲାର କୁମାରଗୁଡ଼ା ଗାଁର ମହେଶ(୨୮)। ତେବେ ଉକ୍ତ ପାଣି ଟାଙ୍କି ର୍ନିମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଛି। ପାଣି ଟାଙ୍କି ଉପରେ ଚଢ଼ି ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ […] The post ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.
କର୍ଲାମୁଣ୍ଡା,୨୭ା୧(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍ର ଗଜବାହାଲ ପଞ୍ଚାୟତ କଅଁସିଲ ଗାଁରେ ନିର୍ମାଣାଧୀନ ପାଣିଟାଙ୍କି ଉପରେ ଚଢ଼ି ଜଣେ ଶ୍ରମିକ ଆତ୍ମହତ୍ୟା ଉଦ୍ୟମ କରୁଥିବା ଫଟୋ ଏବଂ ଭିଡିଓ ସାମ୍ନାକୁ ଆସିଛି । ଯୁବକ ଜଣକ ନବରଙ୍ଗପୁର ଜିଲାର କୁମାରଗୁଡ଼ା ଗାଁର ମହେଶ(୨୮)। ତେବେ ଉକ୍ତ ପାଣି ଟାଙ୍କି ର୍ନିମାଣ କରିବାକୁ ଆସି ଏଭଳି କାଣ୍ଡ ଭିଆଇଛି। ପାଣି ଟାଙ୍କି ଉପରେ ଚଢ଼ି ଆଉ ତଳକୁ ଓହ୍ଲାଉ ନ ଥିବା ବେଳେ ସହକର୍ମୀ ଶ୍ରମିକ ଓ ଗ୍ରାମବାସୀ ସ୍ଥାନୀୟ ରିଶିଡ଼ା ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଞ୍ଚି ଉଦ୍ଧାର କରିବାକୁ ଓ ତଳକୁ ଆଣିବାକୁ ପ୍ରୟାସ କରିଥଲେ ବି ବିଫଳ ହୋଇଛନ୍ତି। ଯୁବକ ଜଣକ ହାତରେ ଗୋଟେ ଛୋଟ ବାଡ଼ି ଧରିଛନ୍ତି। ଟାଙ୍କି ଉପରୁ ତଳକୁ ଆସୁନାହାନ୍ତି। ଉଦ୍ଧାରକାରୀ ଦଳ ନାକେଦମ୍ ହୋଇପଡ଼ଛନ୍ତି।
The post ପାଣିଟାଙ୍କି ଉପରେ ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଶ୍ରମିକ, ଭାଇରାଲ ହେଉଛି ଭିଡିଓ… appeared first on Dharitri Odia News.