ପାଣ୍ଡିଆନ-ସୁଜାତା ବଢାଇଲେ ପ୍ରସନ୍ନ-ଅରୁଣ-ରାଜାଙ୍କ ଅଡୁଆ! |
ନବୀନ ଓ ପାଣ୍ଡିଆନ ଯୋଡି ରଚିବେନି ତ ନୂଆ ରଚନା । ଦିନକୁ ଦିନ ଦଳରେ ବଢିଚାଲିଛି ଗୋଷ୍ଟୀକନ୍ଦଳ । କାହାର କାହାରି ଉପରେ କତୃତ୍ତ୍ୱ ନାହିଁ । ନିର୍ବାଚନ ହାରିବା ପରେ ସଙ୍ଗଠନକୁ ଭାଙ୍ଗି ନେତାଙ୍କୁ ଅକାମୀ କରିପକାଇଛନ୍ତି ନବୀନ #naveenpatnaik
ନବୀନ ଓ ପାଣ୍ଡିଆନ ଯୋଡି ରଚିବେନି ତ ନୂଆ ରଚନା । ଦିନକୁ ଦିନ ଦଳରେ ବଢିଚାଲିଛି ଗୋଷ୍ଟୀକନ୍ଦଳ । କାହାର କାହାରି ଉପରେ କତୃତ୍ତ୍ୱ ନାହିଁ । ନିର୍ବାଚନ ହାରିବା ପରେ ସଙ୍ଗଠନକୁ ଭାଙ୍ଗି ନେତାଙ୍କୁ ଅକାମୀ କରିପକାଇଛନ୍ତି ନବୀନ
#naveenpatnaik