ପାତାଳୀ ଶ୍ରୀକ୍ଷେତ୍ର ରେ ଅନନ୍ତ ମୁଖୀ ପାଇଁ ପ୍ରସ୍ତୁତି ବୈଠକ
ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଅନନ୍ତମୁଖୀ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୧ତାରିଖ ବୁଧବାର ଦିନ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହାସମାରୋହରେ ପାତାଳୀ ଶ୍ରୀକ୍ଷେତ୍ର ରେ ଅନନ୍ତମୁଖୀ ଅନୁଷ୍ଠିତ ହେବ। ମୁଖ୍ୟ ସଂଯୋଜକ ଶରଦ ଚାନ୍ଦ ଙ୍କ ତତ୍ତ୍ୱାବଧାନ କ୍ରମେ ରବିବାର ଏହି ସଭା ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜଗଦିଶ […] The post ପାତାଳୀ ଶ୍ରୀକ୍ଷେତ୍ର ରେ ଅନନ୍ତ ମୁଖୀ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.

ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ ପାତାଳୀ ଶ୍ରୀକ୍ଷେତ୍ର କୋଟସମଲାଇ ରେ ଅନନ୍ତମୁଖୀ ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୧୧ତାରିଖ ବୁଧବାର ଦିନ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ମହାସମାରୋହରେ ପାତାଳୀ ଶ୍ରୀକ୍ଷେତ୍ର ରେ ଅନନ୍ତମୁଖୀ ଅନୁଷ୍ଠିତ ହେବ। ମୁଖ୍ୟ ସଂଯୋଜକ ଶରଦ ଚାନ୍ଦ ଙ୍କ ତତ୍ତ୍ୱାବଧାନ କ୍ରମେ ରବିବାର ଏହି ସଭା ପୂର୍ଣ୍ଣଚନ୍ଦ୍ର ପାଢୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଥିଲା । ଏଥିରେ ଜଗଦିଶ କର୍ଣ୍ଣ , ସତ୍ୟଜିତ ଗଡୁଆ , ବିପିନ ପଧାନ , ପ୍ରମୋଦ ପାତ୍ର , ଅଭିଷେକ ଦେହେରୀ , ମହୋନ ଘିବିଲା , ଦାମ ପଧାନ ଆଦି ସଭାରେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଅନନ୍ତମୁଖୀ କାର୍ଯ୍ୟକ୍ରମ ରେ କୋଟସମଲାଇ , ରେଡମ୍ , ଖୁଣ୍ଟୁଲାପାଲି, ବାଘପାଲି , ଖଜୁରିଆପାଲି , ଜଗନ୍ନାଥପାଲି ଗ୍ରାମବାସୀ ସାମିଲ ରହିଛନ୍ତି।
The post ପାତାଳୀ ଶ୍ରୀକ୍ଷେତ୍ର ରେ ଅନନ୍ତ ମୁଖୀ ପାଇଁ ପ୍ରସ୍ତୁତି ବୈଠକ appeared first on Odisha.News.