ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍

ପାନୀୟ ଜଳ ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଆଜି ବିଧାନସଭାରେ ମନ୍ତ୍ରୀ ରବି ନାଏକ କହିବା ପରେ ତାଙ୍କୁ ସମର୍ଥନ କରି ଛୁଙ୍କ ମାରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ବଦ୍ରି ପାତ୍ର ।

ପାନୀୟ ଜଳ ମେଗା ପ୍ରୋଜେକ୍ଟରେ ମେଗା ସ୍କାମ୍
Array