ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି
ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ନୋଟ ଶେୟାର କରି ଅକାୟଙ୍କ ଜନ୍ମ ବିଷୟରେ ସୂଚନା ଦେଇଥିଲେ। ଏହି ଖବର ଆସିବା ପରଠାରୁ ଉଭୟଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଜୁନିଅର କୋହଲିଙ୍କ ଏଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ଏକ୍ସ ୟୁଜର୍ସ ଅକାୟଙ୍କ ଫଟୋ ଶେୟାର କରି […] The post ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି appeared first on Dharitri Odia News.
ନୂଆଦିଲ୍ଲୀ,୨୩।୨: ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମା ସେମାନଙ୍କର ଦ୍ୱିତୀୟ ସନ୍ତାନ ଅକାୟଙ୍କୁ ସ୍ବାଗତ କରିଛନ୍ତି। ଏହି ଦମ୍ପତି ସେମାନଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏକ ନୋଟ ଶେୟାର କରି ଅକାୟଙ୍କ ଜନ୍ମ ବିଷୟରେ ସୂଚନା ଦେଇଥିଲେ। ଏହି ଖବର ଆସିବା ପରଠାରୁ ଉଭୟଙ୍କ ପ୍ରଶଂସକମାନେ ବହୁତ ଖୁସି ଅଛନ୍ତି ଏବଂ ଜୁନିଅର କୋହଲିଙ୍କ ଏଆଇ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜଣେ ଏକ୍ସ ୟୁଜର୍ସ ଅକାୟଙ୍କ ଫଟୋ ଶେୟାର କରି ଲେଖିଥିଲେ, ଆକାୟ କୋହଲିଙ୍କ ଏଆଇ କଳ୍ପିତ ଚିତ୍ର । ଏହି ପୋଷ୍ଟ ୧୩ ହଜାରରୁ ଅଧିକ ଲାଇକ ପାଇଛି ।
The post ବିରାଟ-ଅନୁଷ୍କାଙ୍କ ପୁଅ ଅକାୟଙ୍କ ଏଆଇ ଫଟୋ ଭାଇରାଲ, ପ୍ରଶଂସକ କହୁଛନ୍ତି ଜୁନିଅର କୋହଲି appeared first on Dharitri Odia News.