ପାପାରାଜୀଙ୍କ ଦୃଷ୍ଟି ଆକର୍ଷଣ କଲେ କରୀନା କପୁର୍; ଦେଲେ ଦମଦାର ପୋଜ୍

ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ନିଜର ଚମତ୍କାର ଷ୍ଟାଇଲ୍ ପାଇଁ ସବୁବେଳେ ଇଣ୍ଟରନେଟରେ ଲାଇମଲାଇଟ୍ ଧରିଥାନ୍ତି। ଅନେକ ସମୟରେ ତାଙ୍କର ଆକର୍ଷଣୀୟ ଏବଂ ଘାତକ ଲୁକ୍ ଇଣ୍ଟରନେଟ୍‌ରେ ଆସିବା ମାତ୍ରେ ହଇଚଇ ସୃଷ୍ଟି କରିବା ଆରମ୍ଭ କରେ। ବର୍ତ୍ତମାନ, ‘ସିଙ୍ଘମ ଏଗେନ୍‌’ ଟ୍ରେଲର ଲଞ୍ଚ୍‌ ଇଭେଣ୍ଟରେ ଅଭିନେତ୍ରୀ ନଜର ଆସିଥିଲେ। ଏହି ସମୟରେ ତାଙ୍କୁ ବହୁତ ଚମତ୍କାର ରୂପରେ ଦେଖିବାକୁ ମିଳିଥିଲା।