ପାପଡ଼ାହାଣ୍ଡିରେ ପାପ !

ପାନୀୟ ଜଳ ଯୋଗାଣ ନାଁରେ ଦୁର୍ନୀତି। ନିମ୍ନମାନର କାମ କରି ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ୍ ଡୋକ୍ରୋଗୁଡ଼ା ଗାଁରୁ ଆସିଛି ଏଭଳି ଅଭିଯୋଗ। PMAAGYରେ ୧୦ଲକ୍ଷ ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ବାସ୍ତବ ସ୍ଥିତି ପୂରା ଓଲଟା।