ପାର୍କିଙ୍ଗକୁ ନେଇ ଝଗଡା, ଅଟୋ ଚାଳକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ

କଟକ : ଜଣେ ଅଟୋ ଚାଳକଙ୍କ ବେକ କାଟିଲେ ଦୁଇ ଦୁର୍ବୃତ୍ତ  । କଟକ ଲିଙ୍କ ରୋଡ଼ରେ ଜଣେ ଅଟୋ ଚାଳକଙ୍କ ସହ ଯୁକ୍ତିତର୍କ ପରେ ଅଟୋ ଚାଳକଙ୍କୁ ମାଡ଼ ମାରିବା ସହ କାଚ ବୋତଲରେ ବେକ କାଟି ଦେଇଥିବା ସୁଚନା ମିଳିଛି । ଆହତ ଅଟୋଚାଳକ ଚିକିତ୍ସା ପାଇଁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଟୋଚାଳକଙ୍କ ନାଁ ଅବୁ ନସିର ଖାଁ । ଘଟଣାସ୍ଥଳରେ କଟକ ମଧୁପାଟଣା ଥାନା ପୋଲିସ ପହଞ୍ଚି ଅଧିକ […] The post ପାର୍କିଙ୍ଗକୁ ନେଇ ଝଗଡା, ଅଟୋ ଚାଳକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ appeared first on KNews Odisha.

ପାର୍କିଙ୍ଗକୁ ନେଇ ଝଗଡା, ଅଟୋ ଚାଳକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ
auto

କଟକ : ଜଣେ ଅଟୋ ଚାଳକଙ୍କ ବେକ କାଟିଲେ ଦୁଇ ଦୁର୍ବୃତ୍ତ  । କଟକ ଲିଙ୍କ ରୋଡ଼ରେ ଜଣେ ଅଟୋ ଚାଳକଙ୍କ ସହ ଯୁକ୍ତିତର୍କ ପରେ ଅଟୋ ଚାଳକଙ୍କୁ ମାଡ଼ ମାରିବା ସହ କାଚ ବୋତଲରେ ବେକ କାଟି ଦେଇଥିବା ସୁଚନା ମିଳିଛି । ଆହତ ଅଟୋଚାଳକ ଚିକିତ୍ସା ପାଇଁ କଟକ ସିଟି ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଅଟୋଚାଳକଙ୍କ ନାଁ ଅବୁ ନସିର ଖାଁ । ଘଟଣାସ୍ଥଳରେ କଟକ ମଧୁପାଟଣା ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ କରୁଛି  ।

The post ପାର୍କିଙ୍ଗକୁ ନେଇ ଝଗଡା, ଅଟୋ ଚାଳକଙ୍କ ତଣ୍ଟି କାଟିଲେ ଦୁର୍ବୃତ୍ତ appeared first on KNews Odisha.