‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍
ଅଧିକାଂଶ ସମୟରେ ଆପଣ ଶୁଣିଥିବେ ବିଶେଷ କରି କର୍ପୋରେଟିଭ ଚାକିରୀରେ କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ। ଛୁଟି ପାଇଁ ଲୋକଙ୍କୁ ଦୁର୍ଘଟଣା କିମ୍ବା ଦେହ ଖରାପ ହେବା ଠାରୁ ଆରମ୍ଭ କରି ବଡ ବଡ ମିଛ କହିବାକୁ ପଡେ। ତେବେ ପାର୍ଟି କରୁଥିବାର କହି କେଉଁ କର୍ମଚାରୀଙ୍କୁ ଛୁଟି ନେଉଥିବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା! ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କର୍ମଚାରୀ ତାଙ୍କ କମ୍ପାନୀର ସିଇଓଙ୍କୁ ଏପରି କହି […] The post ‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍ appeared first on Dharitri Odia News.
ଅଧିକାଂଶ ସମୟରେ ଆପଣ ଶୁଣିଥିବେ ବିଶେଷ କରି କର୍ପୋରେଟିଭ ଚାକିରୀରେ କର୍ମଚାରୀଙ୍କୁ ଛୁଟି ମିଳିବାରେ ଅସୁବିଧା ହୁଏ। ଛୁଟି ପାଇଁ ଲୋକଙ୍କୁ ଦୁର୍ଘଟଣା କିମ୍ବା ଦେହ ଖରାପ ହେବା ଠାରୁ ଆରମ୍ଭ କରି ବଡ ବଡ ମିଛ କହିବାକୁ ପଡେ। ତେବେ ପାର୍ଟି କରୁଥିବାର କହି କେଉଁ କର୍ମଚାରୀଙ୍କୁ ଛୁଟି ନେଉଥିବାର ଶୁଣିଛନ୍ତି କି? ଆଶ୍ଚର୍ଯ୍ୟ ଲାଗୁଛି ନା! ନିକଟରେ ଏପରି ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜଣେ କର୍ମଚାରୀ ତାଙ୍କ କମ୍ପାନୀର ସିଇଓଙ୍କୁ ଏପରି କହି ଛୁଟି ନେଇଥିବାର ହ୍ବାଟସଆପ୍ ସ୍କ୍ରିନସଟ୍ ଭାଇରାଲ ହୋଇଛି।
The post ‘ପାର୍ଟି ଚାଲିଛି, ଅଫିସ ଆସିପାରିବି ନାହିଁ’…ସିଇଓଙ୍କୁ ମେସେଜ କଲେ କର୍ମଚାରୀ, ଚମତ୍କାର ଉତ୍ତର ଦେଲେ ବସ୍ appeared first on Dharitri Odia News.