'ପିଅନ ଠାରୁ IAS କାହାକୁ ତ୍ରାହି ନାହିଁ'

'ଲୋକଙ୍କୁ ସୁଶାସନ ଦେବା ଆମର କାମ । ଏଥିପାଇଁ ପ୍ରଥମେ ଦୁର୍ନୀତି ହଟାଇବାକୁ ପଡ଼ିଥାଏ। ଆମ ସରକାରରେ ଦୁର୍ନୀତି କଲେ ପିଅନ ଠୁ ନେଇ IAS ପର୍ଯ୍ୟନ୍ତ କାହାରିକୁ ତ୍ରାହି ନାହିଁ। ' -ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

'ପିଅନ ଠାରୁ IAS କାହାକୁ ତ୍ରାହି ନାହିଁ'
Array