ପିପିଲିରେ ବିକ୍ରି ହେଉଥିବା ଚାନ୍ଦୁଆ ଅସଲି ନା ନକଲି ? || Is Pipili's Chandua real or fake? ||
ପିପିଲି ଚାନ୍ଦୁଆ ଉପରେ ବାହାର ରାଜ୍ୟର କଳା ନଜର, ଅବିକଳ ନକଲି କାରୁକାର୍ୟ୍ୟ ଓ ଶସ୍ତା କପଡାରେ ତିଆରି କରି ପିପିଲି ଅଞ୍ଚଳରେ ବିକ୍ରି କରୁଛନ୍ତି ଅଧା ଦାମରେ। ଚିନ୍ତାରେ ଏବେ ୧୫ ହଜାର ରୁ ଅଧିକ କାରିଗର ଓ ବେପାରୀ। ଅସଲିକୁ ଗିଳି ଦେଲାଣି