ପିଲାଙ୍କୁ ସଫଳତାର ମନ୍ତ୍ର ଦେଲେ IPS ରାହୁଲ ଜୈନ

UPSC ଭଳି କଠିନ ପରୀକ୍ଷା ପାଇଁ ଆବଶ୍ୟକ ନୁହେଁ କୋଚିଂ। କଠିନ ପରିଶ୍ରମ ଓ ଆତ୍ମବିଶ୍ୱାସ ହିଁ ସଫଳତାର ଚାବି କାଠି। ଏପରି ଭାବେ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦେଇଛନ୍ତି ନୟାଗଡ଼ର SP IPS ରାହୁଲ ଜୈନ। ବିନା କୋଚିଂରେ ଘରି ବସି ଇଣ୍ଟେରନେଟର ସଦୁପଯୋଗ କରି UPSC ଭଳି ପରୀକ୍ଷା ମଧ୍ୟ କ୍ରାକ କରିହେବ।