ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍, ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍ । ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ । ପୁନର୍ଗଠିତ ହୋଇଛି ରାଜ୍ୟ କଂଗ୍ରେସ । ୭ଜଣ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ, ୧୨ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାଁ । ଏହା ଉପରେ ମୋହର ମାରିଛନ୍ତି AICC ସଭାପତି ।  ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି […] The post ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍, ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ appeared first on KNews Odisha.

ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍, ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ
bhakta das

ଭୁବନେଶ୍ୱର : ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍ । ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କଂଗ୍ରେସ । ପୁନର୍ଗଠିତ ହୋଇଛି ରାଜ୍ୟ କଂଗ୍ରେସ । ୭ଜଣ ଉପସଭାପତି, ୧୦ଜଣ ସାଧାରଣ ସମ୍ପାଦକ, ୧୨ଜଣ ସମ୍ପାଦକ, ଜଣେ କୋଷାଧ୍ୟକ୍ଷଙ୍କ ସମେତ ଘୋଷଣା ହୋଇଛି ସୋସିଆଲ ମିଡ଼ିଆ ବିଭାଗର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ନାଁ । ଏହା ଉପରେ ମୋହର ମାରିଛନ୍ତି AICC ସଭାପତି ।  ଏନେଇ ଦଳ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଦେଶ କଂଗ୍ରେସର ସଭାପତି ଭାବେ ନିଯୁକ୍ତି ପାଇବାର ଦୁଇ ମାସ ପରେ ନିଯୁକ୍ତି ପାଇଛନ୍ତି ଦଳର କର୍ମକର୍ତ୍ତା । ତାରାପ୍ରସାଦ ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା , ଦେବାଶିଷ ପଟ୍ଟନାୟକ, ଏସ୍. ରାଜନ ଇକା, ଲଲାଟେନ୍ଦୁ ମହାପାତ୍ର ଓ ସସ୍ମିତା ବେହେରା ନିଯୁକ୍ତି ପାଇଛନ୍ତି ।

ଆହୁରି ପଢନ୍ତୁ : କମାପଲ୍ଲୀ ଓଭରବ୍ରିଜ ତଳୁ ତିନୋଟି ଜୀବନ୍ତ ବୋମା ଉଦ୍ଧାର, ପୋଲିସ ତଦନ୍ତ ଆରମ୍ଭ

The post ପିସିସି ସଭାପତି ଭକ୍ତଚରଣ ଦାସଙ୍କ ନୂଆ ଟିମ୍, ଓଡ଼ିଶାରେ ସାଙ୍ଗଠନିକ ଶକ୍ତି ପୁନର୍ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ appeared first on KNews Odisha.