ପୀଡିତାଙ୍କୁ ନ୍ୟାୟ ଦାବିରେ ବିଜେପିର ବିକ୍ଷୋଭ
ବ୍ରହ୍ମପୁରରେ ଯୁକ୍ତ ଦୁଇ ଛାତ୍ରୀ ଗଣବଳାତ୍କାର ଘଟଣାରେ ତେଜିଲା ପ୍ରତିବାଦ। ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ।
ନାବାଳିକା ଗଣଦୁଷ୍କର୍ମ ଘଟଣାରେ ବିଜେପିର ବିକ୍ଷୋଭ। ବ୍ରହ୍ମପୁର ଏସପି ଅଫିସ ଆଗରେ ମହିଳା ମୋର୍ଚ୍ଚାର ବିକ୍ଷୋଭ ପ୍ରଦର୍ଶନ। କିଛି ଅଭିଯୁକ୍ତଙ୍କୁ ପୁଲିସ ଛାଡ଼ି ଦେଇଥିବା ଅଭିଯୋଗରେ ବିକ୍ଷୋଭ। ଗତକାଲି ୫ ଜଣଙ୍କୁ ଗିରଫ କରିଥିଲା ବୈଦ୍ୟନାଥପୁର ପୁଲିସ।