ପୁଅର ଗୁଳି ମାଡ଼ରେ ମାଆ ଗୁରୁତର
ନୟାଗଡ଼: ମାଆକୁ ଗୁଳି ମାରିଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଅଭାବନୀୟ ଘଟଣା... The post ପୁଅର ଗୁଳି ମାଡ଼ରେ ମାଆ ଗୁରୁତର appeared first on .
ନୟାଗଡ଼: ମାଆକୁ ଗୁଳି ମାରିଲା ପୁଅ । ନୟାଗଡ଼ ଜିଲ୍ଲା ବାଣୀଗୋଚ୍ଛା ଥାନା କଳସାଖମଣ ଗାଁରେ ଘଟିଛି ଅଭାବନୀୟ ଘଟଣା । ପୁଅ ଗୁଳିରେ ମାଆ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ମାଆ ହେଲେ ଦୁଇତା ପ୍ରଧାନ। ଅଭିଯୁକ୍ତ ପୁଅ ସୁଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ପୋଲିସ ତଦନ୍ତ କରୁଛି। ପୋଲିସ ସୂଚନା ଅନୁସାରେ ସୁଶାନ୍ତ ନିଶାଗ୍ରସ୍ତ ଅବସ୍ଥାରେ ମାଆକୁ ଗୁଳି କରିଛି। ତାଙ୍କ ଗୁରୁତର ଅବସ୍ଥାରେ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
The post ପୁଅର ଗୁଳି ମାଡ଼ରେ ମାଆ ଗୁରୁତର appeared first on .