ପୁଣି ଚର୍ଚ୍ଚାରେ ଅରିନ୍ଦମଙ୍କ ଫଟୋ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କ ପରେ ବିଜେପି ଜିଲା ସଭାପତି ପ୍ରକାଶଙ୍କ ସହ

ପୁଣି ଚର୍ଚ୍ଚାରେ ଅରିନ୍ଦମ ରାୟଙ୍କ ଫଟୋ। ଏଥର  ବିଜେପି ଜିଲା ସଭାପତି ପ୍ରକାଶ ବେହେରାଙ୍କ ସହିତ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟଙ୍କ ଫଟୋକୁ ନେଇ କଟକ ରାଜନୀତି ଚଳଚଞ୍ଚଳ। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ କଟକରେ ବିବେକାନନ୍ଦଙ୍କ ଜନ୍ମ ଦିବସରେ ଅରିନ୍ଦମ କରିଥିଲେ ସଂକଳ୍ପ ସମାବେଶ। ବାଲିଯାତ୍ରା ପଡ଼ିଆର କଟକ ଇନ କଟକରେ ଏହି ସମାବେଶ ହୋଇଥିଲା। ସାମ୍ବାଦିକଙ୍କ ପ୍ରଶ୍ନରେ ଅରିନ୍ଦମ୍ ଙ୍କ ଉତ୍ତର ରଖିଥିଲେ ଦେଖିବା ଆଗକୁ […] The post ପୁଣି ଚର୍ଚ୍ଚାରେ ଅରିନ୍ଦମଙ୍କ ଫଟୋ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କ ପରେ ବିଜେପି ଜିଲା ସଭାପତି ପ୍ରକାଶଙ୍କ ସହ appeared first on KNews Odisha.

ପୁଣି ଚର୍ଚ୍ଚାରେ ଅରିନ୍ଦମଙ୍କ ଫଟୋ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କ ପରେ ବିଜେପି ଜିଲା ସଭାପତି ପ୍ରକାଶଙ୍କ ସହ
Arindam

ପୁଣି ଚର୍ଚ୍ଚାରେ ଅରିନ୍ଦମ ରାୟଙ୍କ ଫଟୋ। ଏଥର  ବିଜେପି ଜିଲା ସଭାପତି ପ୍ରକାଶ ବେହେରାଙ୍କ ସହିତ ଅଭିନେତା ତଥା ବିଜେଡି ନେତା ଅରିନ୍ଦମ ରାୟଙ୍କ ଫଟୋକୁ ନେଇ କଟକ ରାଜନୀତି ଚଳଚଞ୍ଚଳ। ଗତ ୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କୁ ଭେଟିବା ପରେ କଟକରେ ବିବେକାନନ୍ଦଙ୍କ ଜନ୍ମ ଦିବସରେ ଅରିନ୍ଦମ କରିଥିଲେ ସଂକଳ୍ପ ସମାବେଶ। ବାଲିଯାତ୍ରା ପଡ଼ିଆର କଟକ ଇନ କଟକରେ ଏହି ସମାବେଶ ହୋଇଥିଲା। ସାମ୍ବାଦିକଙ୍କ ପ୍ରଶ୍ନରେ ଅରିନ୍ଦମ୍ ଙ୍କ ଉତ୍ତର ରଖିଥିଲେ ଦେଖିବା ଆଗକୁ କଣ ହେଉଛି।

ରାମ ମନ୍ଦିର ଓ ପରିକ୍ରମା ପ୍ରକଳ୍ପ ଉଭୟ ବେଶ୍ ଭଲ ପଦକ୍ଷେପ। ମୁଁ କୌଣସି ସୀମା ଭିତରେ ନ ରହି ଲୋକଙ୍କ ପାଇଁ କାମ କରିବାକୁ ଚାହୁଁଛି। ମୁଁ ନବୀନ ପଟନାୟକଙ୍କ ଠାରୁ ଖୁବ୍ ପ୍ରେରଣା ପାଇଛି। ଆଗରୁ କହିଛି ଏବେ ବି କହୁଛି ଦଳ ସୁଯୋଗ ଦେଲେ ନିର୍ବାଚନ ଲଢିବି । ହଁ ମୁଁ ଅଶ୍ଵିନୀ ବୈଷ୍ଣବଙ୍କୁ ଭେଟିଛି ଆଗରୁ ସେ କଟକ ଜିଲ୍ଲାପାଳ ଥିଲେ। ଏବେ ଏହି ଫଟୋ ପରେ କି ପ୍ରତିକ୍ରିୟା ରଖୁଛନ୍ତି ଅରିନ୍ଦମ ଦେଖିବାର କଥା।

The post ପୁଣି ଚର୍ଚ୍ଚାରେ ଅରିନ୍ଦମଙ୍କ ଫଟୋ, କେନ୍ଦ୍ରମନ୍ତ୍ରୀ ଅଶ୍ବିନୀଙ୍କ ପରେ ବିଜେପି ଜିଲା ସଭାପତି ପ୍ରକାଶଙ୍କ ସହ appeared first on KNews Odisha.