ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍‌

ଭୁବନେଶ୍ୱର,୨୨।୭: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୋରାପୁଟ କୋଟିଆକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହେବ ବୋଲି ମସ୍ତ୍ରୀ ସୂଚନା ଦେଇଛନ୍ତି। କୋଟିଆ ଉପରେ ଆନ୍ଧ୍ରର ନଜର ରହିଛ। ଏହାକୁ ପ୍ରତିହତ କରିବା ପାଇଁ ସରକାର କାମ କରୁଛନ୍ତି। କୋଟିଆରେ ଖଣି ଖାଦାନ ଭରି ରହିଛି, ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ଏହାର ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି […] The post ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍‌ appeared first on Dharitri Odia News.

ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍‌

ଭୁବନେଶ୍ୱର,୨୨।୭: ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। କୋରାପୁଟ କୋଟିଆକୁ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ବସ୍‌ ସେବା ଆରମ୍ଭ ହେବ ବୋଲି ମସ୍ତ୍ରୀ ସୂଚନା ଦେଇଛନ୍ତି।

କୋଟିଆ ଉପରେ ଆନ୍ଧ୍ରର ନଜର ରହିଛ। ଏହାକୁ ପ୍ରତିହତ କରିବା ପାଇଁ ସରକାର କାମ କରୁଛନ୍ତି। କୋଟିଆରେ ଖଣି ଖାଦାନ ଭରି ରହିଛି, ସେଠାରେ ଗୋଟିଏ ପାହାଡ଼କୁ ସୁନା ପାହାଡ଼ କୁହାଯାଏ। ଏହାର ସଦୁପଯୋଗ ପାଇଁ ଖଣି ବିଭାଗ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ ଜେନା ପ୍ରକାଶ କରିଛନ୍ତି।

The post ପୁଣି ଚର୍ଚ୍ଚାରେ କୋଟିଆ: ଗଡ଼ିବ ମୁଖ୍ୟମନ୍ତ୍ରୀ ବସ୍‌ appeared first on Dharitri Odia News.