ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ
ଗଞ୍ଜାମ,୧୫।୩(ବିଦ୍ୟାଧର ସାହୁ ): ଗାଁ ରୁ ସହର ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଧୂମଧାମରେ ପାଳନ କରାଯାଇଛି। ଛୋଟ ଛୁଆ ଠାରୁ ମହିଳା ପୁରୁଷ ଏବଂ ଯୁବଗୋଷ୍ଠୀ ଏହାକୁ ପାଳନ କରି ଖୁସି ବାଣ୍ଟିଛନ୍ତି। ପୁଇଁତୋଳା ଗ୍ରାମର ଯୁବଗୋଷ୍ଠୀ ନାଚଗୀତ କରି ପରସ୍ପରକୁ ରଙ୍ଗ ବୋଲି ଶୁଭେଚ୍ଛା ଜଣାଉ ଥିବା ଦେଖିବାକୁ ମିଳିଥିଲା । ସେହିପରି ଗଞ୍ଜାମ ସହର ବନ୍ଦର ସାହି, ଓଡ଼ିଆ ଢମଣା ସାହି, […] The post ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ appeared first on Dharitri Odia News.
ଗଞ୍ଜାମ,୧୫।୩(ବିଦ୍ୟାଧର ସାହୁ ): ଗାଁ ରୁ ସହର ପଲିରୁ ଦିଲ୍ଲୀ ପର୍ଯ୍ୟନ୍ତ ରଙ୍ଗର ପର୍ବ ହୋଲି ପାଳନ ହେଉଥିବା ବେଳେ ଗଞ୍ଜାମ ସହରରେ ମଧ୍ୟ ଧୂମଧାମରେ ପାଳନ କରାଯାଇଛି। ଛୋଟ ଛୁଆ ଠାରୁ ମହିଳା ପୁରୁଷ ଏବଂ ଯୁବଗୋଷ୍ଠୀ ଏହାକୁ ପାଳନ କରି ଖୁସି ବାଣ୍ଟିଛନ୍ତି। ପୁଇଁତୋଳା ଗ୍ରାମର ଯୁବଗୋଷ୍ଠୀ ନାଚଗୀତ କରି ପରସ୍ପରକୁ ରଙ୍ଗ ବୋଲି ଶୁଭେଚ୍ଛା ଜଣାଉ ଥିବା ଦେଖିବାକୁ ମିଳିଥିଲା । ସେହିପରି ଗଞ୍ଜାମ ସହର ବନ୍ଦର ସାହି, ଓଡ଼ିଆ ଢମଣା ସାହି, ବଜାର ହରିଜନ ସାହି, ସବୁଠି ଯୁବକ ଯୁବତୀମାନେ ହୋଲିର ମଜା ଉଠାଇଥିଲେ।
The post ଧୁମଧାମରେ ହୋଲି ପାଳନ କଲେ ଯୁବଗୋଷ୍ଠୀ appeared first on Dharitri Odia News.