ପୁଣି ଚର୍ଚ୍ଚାରେ ଭରତପୁର ଥାନା ପୋଲିସ୍
ରାଜଧାନୀରେ ଯୁବକଙ୍କ ଆତ୍ମହତ୍ୟାକୁ ନେଇ ତୁମ୍ବିତୋଫାନ୍। ଭରତପୁର ପୋଲିସର ନିଷ୍କ୍ରିୟତାକୁ ଦାୟୀ କରି ରାସ୍ତାରୋକ। ପାରିବାରିକ କଳହକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଯୁବକ। ପୋଲିସ ଠୁ ନିରାଶ ହୋଇ ଜୀବନ ହାରିଥିବା ଅଭିଯୋଗ। ଏସିପି କହିଲେ କେଉଁଠି ଅବହେଳା ହୋଇଛି ତଦନ୍ତ ହେବ