ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା

ଗାଁ ଗାଁରେ ପାଣି ଟାଙ୍କି....ଘର ଆଗରେ ପାଣି ଟ୍ୟାପ୍....ହେଲେ ଟ୍ୟାପ୍ ଖୋଲିଲେ ପାଣି ଆସୁନି......ବର୍ଷ ବର୍ଷ ଧରି ଏଭଳି ପ୍ରତାରଣା ଶିକାର ବନିଛନ୍ତି ଦିଗପହଣ୍ଡି ଓ ସାନଖେମୁଣ୍ଡି ଅଞ୍ଚଳର ଲୋକ ।

ପୁଣି ପାଣି ପାଇଁ କଲବଲ ଦିଗପହଣ୍ଡି ବାସିନ୍ଦା
Array