ପୁଣି ବଢିଲା ସୁନାଦର: ଏତିକି ଟଙ୍କାରେ ପହଞ୍ଚିଲା

ଭୁବନେଶ୍ୱର,୧୪।୨(ଅଭୟ ଦାଶ):କ୍ରମାଗତ ଭାବେ ସୁନା ଦର ବଢ଼ି ଚାଲିଥିଲାବେଳେ ରୁପା ଦର ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁର ଦର ମଧ୍ୟ ସମ ପରିମାଣରେ ବୃଦ୍ଧି ଘଟି ଚାଲିଛି। ଭୁବନେଶ୍ୱରରେ ସୁନା ଦର ୨୪ କ୍ୟାରେଟ୍‌ର ଦାମ୍‌ ଶୁକ୍ରବାର ୮୮, ୭୫୦ ରହିଥିବାବେଳେ ୨୨ କ୍ୟାରେଟ୍‌ର ଦାମ୍‌ ୭୯,୬୫୦ ଟଙ୍କା ହୋଇଛି। ଗୋଟିଏ ପଟରେ ଦର ବୃଦ୍ଧି ଯୋଗୁ ବ୍ୟବସାୟ ମାନ୍ଦା ରହିଥିଲାବେଳେ ଅପରପକ୍ଷରେ ବିବାହ ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ପାଇଁ ସବୁବର୍ଗର ଗ୍ରାହକ ଅତିରିକ୍ତ ଖର୍ଚ୍ଚାନ୍ତ ସହ […] The post ପୁଣି ବଢିଲା ସୁନାଦର: ଏତିକି ଟଙ୍କାରେ ପହଞ୍ଚିଲା appeared first on Dharitri Odia News.

ପୁଣି ବଢିଲା ସୁନାଦର: ଏତିକି ଟଙ୍କାରେ ପହଞ୍ଚିଲା

ଭୁବନେଶ୍ୱର,୧୪।୨(ଅଭୟ ଦାଶ):କ୍ରମାଗତ ଭାବେ ସୁନା ଦର ବଢ଼ି ଚାଲିଥିଲାବେଳେ ରୁପା ଦର ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁର ଦର ମଧ୍ୟ ସମ ପରିମାଣରେ ବୃଦ୍ଧି ଘଟି ଚାଲିଛି। ଭୁବନେଶ୍ୱରରେ ସୁନା ଦର ୨୪ କ୍ୟାରେଟ୍‌ର ଦାମ୍‌ ଶୁକ୍ରବାର ୮୮, ୭୫୦ ରହିଥିବାବେଳେ ୨୨ କ୍ୟାରେଟ୍‌ର ଦାମ୍‌ ୭୯,୬୫୦ ଟଙ୍କା ହୋଇଛି। ଗୋଟିଏ ପଟରେ ଦର ବୃଦ୍ଧି ଯୋଗୁ ବ୍ୟବସାୟ ମାନ୍ଦା ରହିଥିଲାବେଳେ ଅପରପକ୍ଷରେ ବିବାହ ଓ ଅନ୍ୟାନ୍ୟ ଶୁଭକାର୍ଯ୍ୟ ପାଇଁ ସବୁବର୍ଗର ଗ୍ରାହକ ଅତିରିକ୍ତ ଖର୍ଚ୍ଚାନ୍ତ ସହ ଉଚ୍ଚା ଦରରେ ସୁନା ଓ ଅନ୍ୟାନ୍ୟ ମୂଲ୍ୟବାନ୍‌ ଧାତୁ କ୍ରୟ କରୁଛନ୍ତି।

The post ପୁଣି ବଢିଲା ସୁନାଦର: ଏତିକି ଟଙ୍କାରେ ପହଞ୍ଚିଲା appeared first on Dharitri Odia News.