ପୁଣି ବଦଳିବ ଗାଡ଼ି ନମ୍ବର ପ୍ଲେଟ୍, ଏଣିକି TS ନୁହେଁ TG ଲେଖାଯିବ
ବଦଳିବ ତେଲଙ୍ଗାନାର ଅଫିସିଆଲ ସଂକ୍ଷିପ୍ତ ନାମ ।
ତେଲଙ୍ଗାନାରେ ବିଆରଏସ ବା ପୂର୍ବତନ ଟିଆରଏସର ପ୍ରଭାବ ହ୍ରାସ ଲାଗି ପଦକ୍ଷେପ ନେଇଛନ୍ତି ମୁଖ୍ୟମନ୍ତ୍ରୀ ରେବନ୍ଥ ରେଡ୍ଡୀ। ବିଭାଜନ ପରେ 2014ରୁ ତେଲଙ୍ଗାନାର ସଂକ୍ଷିପ୍ତ କରଣରେ 'ଟିଏସ' ଲେଖାଥିବାବେଳେ ତାକୁ ବଦଳାଇ 'ଟିଜି' କରାଯିବାକୁ ନିଷ୍ପତ୍ତି ହୋଇଛି। ଏନେଇ ଏକ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି। ଦେଖନ୍ତୁ ପୂରା ରିପୋର୍ଟ।