ପୁଣି ବାହାରିଲେ ଆଉ ୨ ଅର୍ଚ୍ଚନା ନାଗ... ସୁନ୍ଦରୀଙ୍କ କାରନାମା ଶୁଣି ପୋଲିସ ମୁଣ୍ଡ ହୋଇଗଲା ଗୋଲ...
ଅର୍ଚ୍ଚନା ନାଗ ପରି ଅନେକ ବଡ଼ ବଡ଼ିଆଙ୍କୁ ହାତ ରଖିଛନ୍ତି। ଇଶାରା ଖେଳାଇ କୋଟି କୋଟି ଟଙ୍କାର ମାଲିକ। ସୁନ୍ଦରୀ ତରୁଣୀଙ୍କ କଳା କାରନାମା। ଅର୍ଚ୍ଚନା ନାଗ ପରେ ପରେ ଏବେ ବାହାରିଛନ୍ତି ଆଉ ୨ ସୂନ୍ଦରୀ ତରୁଣୀ। ଏବେ ସବୁ ସୁନ୍ଦର ବାହାରୁଛି ପୋଲିସ