ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ
ଭୁବନେଶ୍ୱର,୨୩।୫: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉପରେ ଶୁକ୍ରବାର ବର୍ଷିଛନ୍ତି ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର। ଶୁକ୍ରବାର ଗଣମାଧ୍ୟମ ଆଗରେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି। ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରି ଆସିଛି। ବର୍ତ୍ତମାନ ବେଳ ଥାଉ ଥାଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଜୟନାରାୟଣ ପ୍ରକାଶ କରିଛନ୍ତି। The post ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ appeared first on Dharitri Odia News.
ଭୁବନେଶ୍ୱର,୨୩।୫: ଓଡ଼ିଶାରେ ବାଂଲାଦେଶୀ ଅନୁପ୍ରବେଶ ପ୍ରସଙ୍ଗ ଉପରେ ଶୁକ୍ରବାର ବର୍ଷିଛନ୍ତି ଭାଜପାର ବରିଷ୍ଠ ନେତା ତଥା ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର।
ଶୁକ୍ରବାର ଗଣମାଧ୍ୟମ ଆଗରେ ଜୟନାରାୟଣ ବିଜେଡିକୁ ଟାର୍ଗେଟ କରିଛନ୍ତି। ବିଜେଡି ଭୋଟ ବ୍ୟାଙ୍କ ପାଇଁ ବାଂଲାଦେଶୀଙ୍କୁ ଥଇଥାନ କରିଛି ବୋଲି ଜୟନାରାୟଣ ଅଭିଯୋଗ କରିଛନ୍ତି। ବିଜେଡି ନିଜ ବିଜୟ ପାଇଁ ସେମାନଙ୍କୁ ସାହାଯ୍ୟ କରି ଆସିଛି। ବର୍ତ୍ତମାନ ବେଳ ଥାଉ ଥାଉ କିଛି ବ୍ୟବସ୍ଥା କରିବାକୁ ପଡ଼ିବ ବୋଲି ଜୟନାରାୟଣ ପ୍ରକାଶ କରିଛନ୍ତି।
The post ପୁଣି ବିଜେଡିକୁ ଟାର୍ଗେଟ କରି ବର୍ଷିଲେ ଜୟନାରାୟଣ appeared first on Dharitri Odia News.