ପୁଣି ବଡ଼ ଟ୍ରେନ ଦୁର୍ଘଟଣା, କେବେ ଚେତିବ ରେଲୱେ ?

ସବୁ କିଛି ଠିକ୍‌ଠାକ୍‌ ଥିଲା । ଲୋକ ପାଇଲଟ୍‌ ନିଜ ହିସାବରେ ଆଗକୁ ଆଗକୁ ଗଡ଼ାଇ ନେଉଥିଲେ କାମାକ୍ଷା ଏକ୍ସପ୍ରେସକୁ । ହେଲେ ଠିକ୍‌ ଚୌଦ୍ବାର ନିର୍ଗୁଣ୍ଡି ନିକଟରେ ଟ୍ରାକ୍‌ରୁ ଖସିଗଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି ।

ପୁଣି ବଡ଼ ଟ୍ରେନ ଦୁର୍ଘଟଣା, କେବେ ଚେତିବ ରେଲୱେ ?
Array