ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା, ମାର୍ଚ୍ଚ ୬ ତାରିଖରେ ମଧ୍ୟ ଖସି ଥିଲା

ପୁରୀ : ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା । ଆଜି ମଙ୍ଗଳବାରରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଲ ରଙ୍ଗର ବାନା ବନ୍ଧାଯାଇଥିଲା । ତେବେ ଏକ ଛୋଟ ବାନା ଖସି ମୂଳ ମନ୍ଦିର ମଧ୍ୟଭାଗରେ ଲାଗିଥିଲା । ଗତ ମାର୍ଚ୍ଚ ୬ ତାରିଖରେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା । ଗତ ୧୮ ତାରିଖରେ ନୀଳଚକ୍ର ବାନାରେ ଶୂନ୍ୟ ଗଣ୍ଠି ପଡ଼ିଥିଲା ।   The post ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା, ମାର୍ଚ୍ଚ ୬ ତାରିଖରେ ମଧ୍ୟ ଖସି ଥିଲା appeared first on KNews Odisha.

ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା, ମାର୍ଚ୍ଚ ୬ ତାରିଖରେ ମଧ୍ୟ ଖସି ଥିଲା
puri

ପୁରୀ : ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା । ଆଜି ମଙ୍ଗଳବାରରେ ଶ୍ରୀମନ୍ଦିର ନୀଳଚକ୍ର ଉପରେ ଲାଲ ରଙ୍ଗର ବାନା ବନ୍ଧାଯାଇଥିଲା । ତେବେ ଏକ ଛୋଟ ବାନା ଖସି ମୂଳ ମନ୍ଦିର ମଧ୍ୟଭାଗରେ ଲାଗିଥିଲା । ଗତ ମାର୍ଚ୍ଚ ୬ ତାରିଖରେ ଅସାବଧାନତା ହେତୁ ନୂଆ ବାନାଗୁଡିକ ଖସିପଡି କାଞ୍ଚି ଗଣେଶ ମନ୍ଦିର ସମ୍ମୁଖ ନୃସିଂହ ମନ୍ଦିର ନିକଟରେ ପଡିଥିଲା । ଗତ ୧୮ ତାରିଖରେ ନୀଳଚକ୍ର ବାନାରେ ଶୂନ୍ୟ ଗଣ୍ଠି ପଡ଼ିଥିଲା ।

 

The post ପୁଣି ଶ୍ରୀମନ୍ଦିରରୁ ଖସିଲା ବାନା, ମାର୍ଚ୍ଚ ୬ ତାରିଖରେ ମଧ୍ୟ ଖସି ଥିଲା appeared first on KNews Odisha.