ପୁଣେରେ ଭୟଙ୍କର ହେଲିକପ୍ଟର ଦୁର୍ଘଟଣା ; ୨ ପାଇଲଟଙ୍କ ସହ ମେଣ୍ଟେନାନ୍ସ ଇଞ୍ଜିନିୟର ମୃତ
କନକ ବ୍ୟୁରୋ: ପୁଣେରେ ଭୟଙ୍କର ହେଲିକେପ୍ଟର ଦୁର୍ଘଟଣା ଘଟିଛି । ଦୁଇ ପାଇଲଟଙ୍କ ସମେତ ଜଣେ ମେଣ୍ଟେନାନ୍ସ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଛି। ହେଲିକେପ୍ଟରଟି ପୁଣେର ଅକ୍ସୋଫର୍ଡ ହେଲିପ୍ୟାଡରୁ ମୁମ୍ବାଇ ଯାଉଥିବା ସମୟରେ ଦୁର୍ଘଟଣାର ଶୀକାର ହୋଇଛି। ଘନ କୁହୁଡି ଯୋଗୁ ହେଲିକେପ୍ଟର ଦୁର୍ଘଟଣାଗସ୍ତ ହୋଇଥିବା କୁହାଯାଉଛି। ପାହାଡିଆ ଅଞ୍ଚଳରେ ଖସିପଡି ଜଳିଯାଇଛି। ଦୁଇ ପାଇଲଟଙ୍କ ସମେତ ତିନି ଜଣ ହେଲିକେପ୍ଟରରେ ଥିଲେ। କିନ୍ତୁ କୌଣସି ଯାତ୍ରୀନଥିଲେ। ମୃତ । ପାଇଲଟ ହେଉଛନ୍ତି କ୍ୟାପ୍ଟେନ ପିଲାଇ ଏବଂ କ୍ୟାପ୍ଟେନ ପରମଜିତ।