ପୁରୀ ନ ଛାଡ଼ିବାକୁ ପ୍ରିୟଙ୍କାଙ୍କୁ ଏସପିଙ୍କ ନିର୍ଦ୍ଦେଶ

#ଜ୍ୟୋତି_ଲିଙ୍କ୍ #ସ୍କାନରରେ_ପ୍ରିୟଙ୍କା ପାକିସ୍ତାନୀ ଗୁପ୍ତଚର ଜ୍ୟୋତି ମାଲହୋତ୍ରାକୁ ଗୁପ୍ତ ତଥ୍ୟ ଦେଇଛନ୍ତି କି ପୁରୀ ଝିଅ ପ୍ରିୟଙ୍କା ସେନାପତି? ଜ୍ୟୋତିଙ୍କ ସହ ପୁଳା ପୁଳା ଫଟୋ ଓ ଭିଡ଼ିଓର ଯାଞ୍ଚ କରିବା ସହ ପାକିସ୍ତାନ କରତାରପୁର ଗସ୍ତ ରହସ୍ୟ ଭେଦିବାକୁ ବି ଚାଲିଛି ଘଣ୍ଟାଚକଟା। ପ୍ରିୟଙ୍କାଙ୍କ ସବୁ ସୋସିଆଲ ମିଡିଆ ପ୍ରୋଫାଇଲ୍ ଯାଞ୍ଚ ପରେ ଏବେ ଚାଲିଛି ଘନ ଘନ ଜେରା। ପୁରୀ ଛାଡ଼ି ନଯିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି ଏସପି।

ପୁରୀ ନ ଛାଡ଼ିବାକୁ ପ୍ରିୟଙ୍କାଙ୍କୁ ଏସପିଙ୍କ ନିର୍ଦ୍ଦେଶ
Array