ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ

ପୁରୀ,୯।୪: ଗ୍ରୀଷ୍ମ ଋତୁ ଆରମ୍ଭରେ ସମୁଦ୍ରର ମଜା ନେବା ପାଇଁ ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକ ଭିଡ ଲଗାଉଥିଲା ବେଳେ ଆତଙ୍କ ଖେଲାଇଛନ୍ତି ଜେଲି ଫିସ। ଏଥିସହିତ ଅନେକ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ି ରହିଛି। ଫଳରେ ବେଳାଭୂମିରେ ସୃଷ୍ଟି ହୋଇଛି ଦୁର୍ଗନ୍ଧମୟ ପରିବେଶ। ଫଳରେ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି। The post ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ appeared first on Dharitri Odia News.

ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ

ପୁରୀ,୯।୪: ଗ୍ରୀଷ୍ମ ଋତୁ ଆରମ୍ଭରେ ସମୁଦ୍ରର ମଜା ନେବା ପାଇଁ ପୁରୀ ବେଳାଭୂମିରେ ଶହଶହ ପର୍ଯ୍ୟଟକ ଭିଡ ଲଗାଉଥିଲା ବେଳେ ଆତଙ୍କ ଖେଲାଇଛନ୍ତି ଜେଲି ଫିସ। ଏଥିସହିତ ଅନେକ ଅଲିଭ ରିଡଲେଙ୍କ ମୃତଦେହ ବି ବେଳାଭୂମିରେ ପଡ଼ି ରହିଛି। ଫଳରେ ବେଳାଭୂମିରେ ସୃଷ୍ଟି ହୋଇଛି ଦୁର୍ଗନ୍ଧମୟ ପରିବେଶ। ଫଳରେ ପର୍ଯ୍ୟଟକମାନେ ନାକ ଟେକୁଥିବା ବେଳେ ତୁରନ୍ତ ବେଳାଭୂମିକୁ ପରିଷ୍କାର କରିବାକୁ ଦାବି କରିଛନ୍ତି।

The post ପୁରୀ ବେଳାଭୂମିରେ ଜେଲିଫିସ ଆତଙ୍କ appeared first on Dharitri Odia News.