ପୁରୀ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପୁନରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ପୁରୀ ରେଳଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳଷ୍ଟେସନରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘ଖୁବଶୀଘ୍ର ପୁରୀ ରେଳଷ୍ଟେସନ ସୁନ୍ଦର ରୂପ ନେବାକୁ ଯାଉଛି। ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମ ସଂସ୍କୃତିକୁ ନେଇ ରେଲୱେ ଷ୍ଟେସନ କରାଯାଉଛି। ପୁରୀ-କୋଣାର୍କ ରେଳ ଚଳାଚଳ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବ।’

ପୁରୀ ରେଳଷ୍ଟେସନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, ପୁନରୁଦ୍ଧାର କାର୍ଯ୍ୟର କଲେ ସମୀକ୍ଷା

ପୁରୀ: ପୁରୀ ରେଳଷ୍ଟେସନରେ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ରେଳଷ୍ଟେସନରେ ଚାଲିଥିବା ସମସ୍ତ ଉନ୍ନୟନମୂଳକ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟର ସମୀକ୍ଷା କରିଛନ୍ତି କେନ୍ଦ୍ର ରେଳମନ୍ତ୍ରୀ। 

ସମୀକ୍ଷା ପରେ କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିକ୍ରିୟା ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ‘ଖୁବଶୀଘ୍ର ପୁରୀ ରେଳଷ୍ଟେସନ ସୁନ୍ଦର ରୂପ ନେବାକୁ ଯାଉଛି। ପୁନରୁଦ୍ଧାର କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି। ଆମ ସଂସ୍କୃତିକୁ ନେଇ ରେଲୱେ ଷ୍ଟେସନ କରାଯାଉଛି। ପୁରୀ-କୋଣାର୍କ ରେଳ ଚଳାଚଳ ନେଇ ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଆସନ୍ତା ୧୬ ମାସ ମଧ୍ୟରେ ଜମି ଅଧିଗ୍ରହଣ ପ୍ରକ୍ରିୟା କାର୍ଯ୍ୟ ଶେଷ ହେବ।’