ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ

ପୁରୀ ୨୪।୧୨: ପୁଣି ମୁକୁଳା ଡ୍ରେନ୍ ନେଲା ମୁଣ୍ଡ । ମୁକୁଳା ଡ୍ରେନ୍‌ରେ ପଡି ଜଣଙ୍କର ମୃତ୍ୟୁ । ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଗଜପତି ନଗରରେ ଘଟିଛି ଏଭଳି ଅଘଟଣ । ମୃତକ ହେଉଛନ୍ତି ପୁରୀ ଗଜପତି ନଗରର ବାବି ଚୌଧୁରୀ । ମୁକୁଳା ଡ୍ରେନରେ ସ୍ଲାବ୍ ପଡିନଥିବାରୁ ଅଘଟଣ ଘଟିଛି ।You Can Read:EVM ଜାଲିଆତି ନେଇ ଅଭିଯୋଗ ଆଣିଲା ବିଜେଡି, ବିଜେପି କହିଲା ୬ ମାସ ପରେ ମନେ ପଡୁଛି ହାରିଗଲେ

ପୁରୀରେ ମୁକୁଳା ଡ୍ରେନ୍ ନେଲା ମୁଣ୍ଡ, ସ୍ଲାବ୍ ପଡିନଥିବାରୁ ଘଟିଲା ଅଘଟଣ

ପୁରୀ ୨୪।୧୨: ପୁଣି ମୁକୁଳା ଡ୍ରେନ୍ ନେଲା ମୁଣ୍ଡ । ମୁକୁଳା ଡ୍ରେନ୍‌ରେ ପଡି ଜଣଙ୍କର ମୃତ୍ୟୁ । ପୁରୀ ଜିଲ୍ଲା କୁମ୍ଭାରପଡା ଥାନା ଅନ୍ତର୍ଗତ ଗଜପତି ନଗରରେ ଘଟିଛି ଏଭଳି ଅଘଟଣ । ମୃତକ ହେଉଛନ୍ତି ପୁରୀ ଗଜପତି ନଗରର ବାବି ଚୌଧୁରୀ । ମୁକୁଳା ଡ୍ରେନରେ ସ୍ଲାବ୍ ପଡିନଥିବାରୁ ଅଘଟଣ ଘଟିଛି ।

You Can Read:

EVM ଜାଲିଆତି ନେଇ ଅଭିଯୋଗ ଆଣିଲା ବିଜେଡି, ବିଜେପି କହିଲା ୬ ମାସ ପରେ ମନେ ପଡୁଛି ହାରିଗଲେ