ପୁରୀରେ ସ୍ବସ୍ତି ପ୍ରିମିୟମ୍ର ବିଚ୍ ରିସୋର୍ଟ
ଭୁବନେଶ୍ୱର,୨୪୮(ଅନୁରାଧା ମହାରଣା) : ସ୍ବସ୍ତିଗ୍ରୁପ୍ ଦ୍ୱାରା ପୁରୀରେ ନିର୍ମିତ ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ଆସନ୍ତା ୨୫ ତାରିଖରେ ଖୋଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନବନିର୍ମିତ ରିସୋର୍ଟକୁ ଉଦ୍ଘାଟନ କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଉପସ୍ଥିତ ରହିବେ ବୋଲି ସ୍ବସ୍ତି ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବସ୍ତି ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଜେ.କେ. ମହାନ୍ତି କହିଛନ୍ତି, ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ […] The post ପୁରୀରେ ସ୍ବସ୍ତି ପ୍ରିମିୟମ୍ର ବିଚ୍ ରିସୋର୍ଟ appeared first on Dharitri Odia News.
ଭୁବନେଶ୍ୱର,୨୪୮(ଅନୁରାଧା ମହାରଣା) : ସ୍ବସ୍ତିଗ୍ରୁପ୍ ଦ୍ୱାରା ପୁରୀରେ ନିର୍ମିତ ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ଆସନ୍ତା ୨୫ ତାରିଖରେ ଖୋଲିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନବନିର୍ମିତ ରିସୋର୍ଟକୁ ଉଦ୍ଘାଟନ କରିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ କନକ ବର୍ଦ୍ଧନ ସିଂଦେଓ ମଧ୍ୟ ଉପସ୍ଥିତ ରହିବେ ବୋଲି ସ୍ବସ୍ତି ଗ୍ରୁପ୍ ପକ୍ଷରୁ ସୂଚନା ଦିଆଯାଇଛି। ସ୍ବସ୍ତି ଗ୍ରୁପ୍ର ମ୍ୟାନେଜିଂ ଡାଇରେକ୍ଟର ଜେ.କେ. ମହାନ୍ତି କହିଛନ୍ତି, ସ୍ବସ୍ତି ପ୍ରିମିୟମ୍ ବିଚ୍ ରିସୋର୍ଟ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ନିର୍ମିତ ହୋଇଛି। ଶକ୍ତି ସଂରକ୍ଷଣଠାରୁ ଆରମ୍ଭ କରି ଜଳ ସଂରକ୍ଷର ବ୍ୟବସ୍ଥା କରାଯାଇଛି। ବିଳାସପୂର୍ଣ୍ଣ ଏହି ରିସୋର୍ଟ ପକ୍ଷରୁ ପରିବେଶକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି। ସ୍ଥାନୀୟ ଉପତ୍ାଦ ତଥା ଖାଦ୍ୟକୁ ଗୁରୁତ୍ୱ ଦିଆଯାଇଥିବା ମହାନ୍ତି କହିଛନ୍ତି।
The post ପୁରୀରେ ସ୍ବସ୍ତି ପ୍ରିମିୟମ୍ର ବିଚ୍ ରିସୋର୍ଟ appeared first on Dharitri Odia News.