ପୁଷ୍ପା ଷ୍ଟାଇଲରେ ହେଉଥିଲା ଗୋରୁ ଚାଲାଣ, ମାଡ଼ି ବସିଲା ପୁଲିସ

ଇଣ୍ଡିଆନ ଅଏଲ ଲୋଗୋ ଥିବା ଏହି ଗାଡିରେ ତେଲ ବଦଳରେ ଗୋରୁ ଚାଲାଣ ହେଉଥିଲା।

ପୁଷ୍ପା ଷ୍ଟାଇଲରେ ହେଉଥିଲା ଗୋରୁ ଚାଲାଣ, ମାଡ଼ି ବସିଲା ପୁଲିସ

'ପୁଷ୍ପା' ଷ୍ଟାଇଲରେ କରୁଥିଲେ ଗୋରୁ ଚାଲାଣ । ଟିକେ ଭଲ କରି ଦେଖନ୍ତୁ ଏହି ଗାଡିକୁ। ଇଣ୍ଡିଆନ ଅଏଲ ଲୋଗୋ ଥିବା ଏହି ଗାଡିରେ ତେଲ ବଦଳରେ ଗୋରୁ ଚାଲାଣ ହେଉଥିଲା। ଦେଖନ୍ତୁ ପୂରା ରିପୋର୍ଟ।