ପୂଜା ମଣ୍ଡପ ବୁଲିଲେ ପୋଲିସ କମିଶନର, ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ
ଭୁବନେଶ୍ୱର ୧୧/୧୦: ପୂଜା ମଣ୍ଡପ ବୁଲିଲେ ପୋଲିସ କମିଶନର । ଏହା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସେ । ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ଗସ୍ତ ପୂର୍ବରୁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି । ପ୍ରଥମେ ବରମୁଣ୍ଡା ଏବଂ ପରେ ନୟାପଲ୍ଲୀ ପୂଜା ମଣ୍ଡପରେ ପହଂଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଚନ୍ତିି। ଏଥି ସହ ପୂଜା କମିଟି ସହ ଆଲୋଚନା କରିବା ସହ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛି। CCTV, ଫାୟାର ସେଫଟି, ଟ୍ରାଫିକ କଣ୍ଟ୍ରୋଲ ଏବଂ ଲୋକଙ୍କ ସୁରକ୍ଷା କିଭଳି ରହିଛି ବ୍ୟବସ୍ଥା ରହିଛି ତାର ସମୀକ୍ଷା କରିଛନ୍ତି।
ଭୁବନେଶ୍ୱର ୧୧/୧୦: ପୂଜା ମଣ୍ଡପ ବୁଲିଲେ ପୋଲିସ କମିଶନର । ଏହା ସହ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ସେ । ମୁଖ୍ୟମନ୍ତ୍ରୀଙ୍କ ପୂଜା ମଣ୍ଡପ ଗସ୍ତ ପୂର୍ବରୁ ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ ପୂଜା ମଣ୍ଡପ ପରିଦର୍ଶନ କରିଛନ୍ତି ।
ପ୍ରଥମେ ବରମୁଣ୍ଡା ଏବଂ ପରେ ନୟାପଲ୍ଲୀ ପୂଜା ମଣ୍ଡପରେ ପହଂଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଚନ୍ତିି। ଏଥି ସହ ପୂଜା କମିଟି ସହ ଆଲୋଚନା କରିବା ସହ ମା ଙ୍କୁ ଦର୍ଶନ କରି ଆଶୀର୍ବାଦ ଗ୍ରହଣ କରିଛି। CCTV, ଫାୟାର ସେଫଟି, ଟ୍ରାଫିକ କଣ୍ଟ୍ରୋଲ ଏବଂ ଲୋକଙ୍କ ସୁରକ୍ଷା କିଭଳି ରହିଛି ବ୍ୟବସ୍ଥା ରହିଛି ତାର ସମୀକ୍ଷା କରିଛନ୍ତି।