ପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ଆକ୍ରମଣ
କଣିଁହା : ପୂର୍ବ ଶତୃତାକୁ କେନ୍ଦ୍ର କରି ଶାଶୁ-ବୋହୂଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତର ଆହାତ ହେଲେ ସେହି ଗ୍ରାମର ୬୫ ର୍ବଷୀୟା ବୃଦ୍ଧା ମହିଳା । ଉଭୟ ରେଙ୍ଗାଳି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ବାଲିପସି ଗ୍ରାମପଞ୍ଚାୟତ କାଳିଆଦମା ଗ୍ରାମର ଶିବାନୀ ନାଏକ, ପ୍ରତିମା ନାଏକ ଏବଂ ସବିତା ନାଏକ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ୬୫ ବର୍ଷୀୟ ବୃଦ୍ଧା ମହିଳା ବରୀ ନାଏକ । ରକ୍ତାକ୍ତ […] The post ପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ଆକ୍ରମଣ appeared first on KNews Odisha.

କଣିଁହା : ପୂର୍ବ ଶତୃତାକୁ କେନ୍ଦ୍ର କରି ଶାଶୁ-ବୋହୂଙ୍କ ମରଣାନ୍ତକ ଆକ୍ରମଣ । ଗୁରୁତର ଆହାତ ହେଲେ ସେହି ଗ୍ରାମର ୬୫ ର୍ବଷୀୟା ବୃଦ୍ଧା ମହିଳା । ଉଭୟ ରେଙ୍ଗାଳି ଥାନାର ଦ୍ବାରସ୍ଥ ହୋଇଛନ୍ତି । ଅନୁଗୁଳ ଜିଲ୍ଲା କଣିହାଁ ବ୍ଳକ ବାଲିପସି ଗ୍ରାମପଞ୍ଚାୟତ କାଳିଆଦମା ଗ୍ରାମର ଶିବାନୀ ନାଏକ, ପ୍ରତିମା ନାଏକ ଏବଂ ସବିତା ନାଏକ ଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି । ୬୫ ବର୍ଷୀୟ ବୃଦ୍ଧା ମହିଳା ବରୀ ନାଏକ ।
ରକ୍ତାକ୍ତ ଅବସ୍ଥାରେ ଝିଅ-ଜ୍ୱାଇଁ ରେଙ୍ଗାଳି ପୋଲିସ ଷ୍ଟେସନରେ ବରୀ ନାଏକଙ୍କୁ ଧରି ପହଞ୍ଚିଥିଲେ । ପରେ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇଥିଲେ ବରୀ ନାଏକ । ଖବର ଅନୁସାରେ ଶିବାନୀ ନାଏକଙ୍କ କହିବା ଅନୁଯାୟୀ ବରୀ ନାଏକ ଏବଂ ତାଙ୍କ ସହଯୋଗୀ ଶିବାନୀଙ୍କୁ ଆକ୍ରମଣ କରିବା ସମୟରେ ଶିବାନୀଙ୍କ ଉପରେ ନବାଜି ବାଜିଥିଲା ବରୀ ନାଏକଙ୍କ ଉପରେ । ଡ଼ାକ୍ତରଖାନାରୁ ଫେରିବା ପରେ ଉଭୟ ଉଭୟଙ୍କ ନାମରେ ରେଙ୍ଗାଳି ଥାନାରେ ଏତଲା ଦେଇଛନ୍ତି ବୃଦ୍ଧା ମହିଳା ବରୀ । ପୋଲିସ ତଦନ୍ତ କାର୍ଯ୍ୟ ଆରମ୍ଭ କରିଛି ।
The post ପୂର୍ବ ଶତୃତାକୁ କେନ୍ଦ୍ର କରି ବୃଦ୍ଧାଙ୍କୁ ଆକ୍ରମଣ appeared first on KNews Odisha.