ପୂର୍ବ ଶତ୍ରୁତା: ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ମାମୁ ପୁଅ

ବଲାଙ୍ଗିର: ଭାଇକୁ ମାରିଲା ଭାଇ। ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା ।  ବଲାଙ୍ଗିର ଜିଲ୍ଲା ହଳଦୀ ପଞ୍ଚାୟତ କର୍ଲାପଟା ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବୀଭିଷଣ ଧରୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଛି । ଗତକାଲି ଗାଁରେ ନାମଯଜ୍ଞ ଚାଲିଥିଲା । ବୀଭିଷଣ ନାମଯଜ୍ଞ ଦେଖୁଥିବାବେଳେ ପଛପଟୁ ଆକ୍ରମଣ କରିଥିଲା ପୁରୁନ୍ଧର। ଘଟଣାସ୍ଥଳରେ ବୀଭିଷଣଙ୍କ ମୃତ୍ୟୁ ହୋଇଥିଲା ।  ପୂର୍ବରୁ ପୁରୁନ୍ଧର ନିଜ ଭାଇକୁ ହତ୍ୟା କରି ଜେଲ୍ […] The post ପୂର୍ବ ଶତ୍ରୁତା: ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ମାମୁ ପୁଅ appeared first on KNews Odisha.

ପୂର୍ବ ଶତ୍ରୁତା: ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ମାମୁ ପୁଅ
miscreant attack

ବଲାଙ୍ଗିର: ଭାଇକୁ ମାରିଲା ଭାଇ। ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି କଲା ହତ୍ୟା ।  ବଲାଙ୍ଗିର ଜିଲ୍ଲା ହଳଦୀ ପଞ୍ଚାୟତ କର୍ଲାପଟା ଗାଁରେ ହତ୍ୟାକାଣ୍ଡ ଘଟିଛି। ମୃତକ ହେଲେ ବୀଭିଷଣ ଧରୁଆ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା ହୋଇଛି । ଗତକାଲି ଗାଁରେ ନାମଯଜ୍ଞ ଚାଲିଥିଲା । ବୀଭିଷଣ ନାମଯଜ୍ଞ ଦେଖୁଥିବାବେଳେ ପଛପଟୁ ଆକ୍ରମଣ କରିଥିଲା ପୁରୁନ୍ଧର। ଘଟଣାସ୍ଥଳରେ ବୀଭିଷଣଙ୍କ ମୃତ୍ୟୁ ହୋଇଥିଲା ।  ପୂର୍ବରୁ ପୁରୁନ୍ଧର ନିଜ ଭାଇକୁ ହତ୍ୟା କରି ଜେଲ୍ ଯାଇଥିଲା ।

 

ଆହୁରି ପଢ଼ନ୍ତୁ :  ରାଉରକେଲାରେ ପୁଣି ଯୁବକଙ୍କୁ ନିର୍ମମ ହତ୍ୟା, ୫ ଦିନରେ ଗଲାଣି ୪ ମୁଣ୍ଡ

The post ପୂର୍ବ ଶତ୍ରୁତା: ପିଉସୀ ପୁଅକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲା ମାମୁ ପୁଅ appeared first on KNews Odisha.