ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା। କଂଗ୍ରେସକୁ ପୁଣି ଫେରିଛନ୍ତି ଶ୍ରୀକାନ୍ତ। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ... The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା appeared first on .
ନୂଆଦିଲ୍ଲୀ : ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା। କଂଗ୍ରେସକୁ ପୁଣି ଫେରିଛନ୍ତି ଶ୍ରୀକାନ୍ତ। ଦିଲ୍ଲୀରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ହୋଇଛି ମିଶ୍ରଣ ପର୍ବ। ୨୦୧୯ରେ ତାଙ୍କୁ କେତେକ କାରଣରୁ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଓ କଂଗ୍ରେସ ନେତା ବିନୀତ ପୁନିଆ ଉପସ୍ଥିତି ରେ ସେ କଂଗ୍ରେସରେ ସାମିଲ ହୋଇଥିଲେ।
The post ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନାଙ୍କ ଘରବାହୁଡ଼ା appeared first on .