ପୂର୍ବତନ କ୍ରିକେଟର୍ ରବିନ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା, EPFO ଟଙ୍କା ହେରଫେର କରିଥିବା ଅଭିଯୋଗ
ନୂଆଦିଲ୍ଲୀ, ୨୧।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଉଥପ୍ପାଙ୍କ ଉପରେ EPFO ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ରିପୋର୍ଟ ଅନୁଯାୟୀ, ଉଥପ୍ପାଙ୍କ ଉପରେ ଅଭିଯୋଗ ହୋଇଛି କି ସେଞ୍ଚୁରୀ ଲାଇଫ୍ଷ୍ଟାଇଲ ବ୍ରାଣ୍ଡ ପ୍ରାଇଭେଟ ଲିମିଟେଡକୁ ମ୍ୟାନେଜ୍ କରୁଥିବାବେଳେ କର୍ମଚାରୀଙ୍କ ଦରମାରୁ ୨୩ ଲକ୍ଷ ଟଙ୍କା କଟାଯାଇଥିଲା। ହେଲେ କିନ୍ତୁ ଏହାକୁ […] The post ପୂର୍ବତନ କ୍ରିକେଟର୍ ରବିନ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା, EPFO ଟଙ୍କା ହେରଫେର କରିଥିବା ଅଭିଯୋଗ appeared first on Dharitri Odia News.
ନୂଆଦିଲ୍ଲୀ, ୨୧।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ରବିନ ଉଥପ୍ପାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି। ଉଥପ୍ପାଙ୍କ ଉପରେ EPFO ଟଙ୍କା ଘୋଟାଲା କରିଥିବା ଅଭିଯୋଗ ହୋଇଛି। ପୂର୍ବତନ ଭାରତୀୟ ବ୍ୟାଟ୍ସମ୍ୟାନ ୨୩ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
ରିପୋର୍ଟ ଅନୁଯାୟୀ, ଉଥପ୍ପାଙ୍କ ଉପରେ ଅଭିଯୋଗ ହୋଇଛି କି ସେଞ୍ଚୁରୀ ଲାଇଫ୍ଷ୍ଟାଇଲ ବ୍ରାଣ୍ଡ
ପ୍ରାଇଭେଟ ଲିମିଟେଡକୁ ମ୍ୟାନେଜ୍ କରୁଥିବାବେଳେ କର୍ମଚାରୀଙ୍କ ଦରମାରୁ ୨୩ ଲକ୍ଷ ଟଙ୍କା କଟାଯାଇଥିଲା। ହେଲେ କିନ୍ତୁ ଏହାକୁ ସେ EPFO ପାଣ୍ଠିରେ ଜମା କରିନାହାଁନ୍ତି।
The post ପୂର୍ବତନ କ୍ରିକେଟର୍ ରବିନ ଉଥପ୍ପାଙ୍କ ନାଁରେ ଗିରଫ ପରୱାନା, EPFO ଟଙ୍କା ହେରଫେର କରିଥିବା ଅଭିଯୋଗ appeared first on Dharitri Odia News.