ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି

ଲିମା,୨୮।୬: ପେରୁରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି ଯେ ଶୁକ୍ରବାର ପେରୁ ଉପକୂଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଜେନ୍ସି ରିପୋର୍ଟ କରିଛି ଯେ ଏହି ଭୂକମ୍ପ ୧୦ କିଲୋମିଟର (୬.୨୧ମାଇଲ) ଗଭୀରରେ ଥିଲା। GFZ ପୂର୍ବରୁ ଭୂକମ୍ପର ତୀବ୍ରତା ୬.୪ ବୋଲି ରିପୋର୍ଟ କରିଥିଲା। U.S. ତଥ୍ୟକୁ ଭିତ୍ତି କରି ଜାତୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଭୂକମ୍ପରେ […] The post ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି appeared first on Dharitri Odia News.

ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି

ଲିମା,୨୮।୬: ପେରୁରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର ଜିଓ ସାଇନ୍ସ (GFZ) ରିପୋର୍ଟ କରିଛି ଯେ ଶୁକ୍ରବାର ପେରୁ ଉପକୂଳରେ ୬.୯ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟିଛି। ଏଜେନ୍ସି ରିପୋର୍ଟ କରିଛି ଯେ ଏହି ଭୂକମ୍ପ ୧୦ କିଲୋମିଟର (୬.୨୧ମାଇଲ) ଗଭୀରରେ ଥିଲା।
GFZ ପୂର୍ବରୁ ଭୂକମ୍ପର ତୀବ୍ରତା ୬.୪ ବୋଲି ରିପୋର୍ଟ କରିଥିଲା। U.S. ତଥ୍ୟକୁ ଭିତ୍ତି କରି ଜାତୀୟ ସୁନାମି ଚେତାବନୀ କେନ୍ଦ୍ର କହିଛି ଯେ ଭୂକମ୍ପରେ ସୁନାମି ହେବାର ଆଶଙ୍କା ରହିଛି, କିନ୍ତୁ ଏହା ପୂର୍ବରୁ ସୁନାମି ହେବାର ଆଶଙ୍କା ନାହିଁ ବୋଲି କହିଥିଲେ।

The post ପେରୁରେ ଶକ୍ତିଶାଳୀ ଭୂକମ୍ପ, ସୁନାମୀ ଚେତାବନୀ ଜାରି appeared first on Dharitri Odia News.