ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୩୦ ନକ୍ସଲ
ମାଲକାନଗିରି : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ । ପୋଲିସକୁ ବଡ଼ ସଫଳତା। ୩୦ ମାଓବାଦୀ ନିପାତ । ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର । ନାରାୟପୁର ପୋଲିସ ଓ ଦାନ୍ତେୱାଡ଼ା ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ପୋଲିସ ଗୁଳିରେ ୩୦ ଜଣ ମାଓବାଦୀ ନିହତ ହୋଇଛନ୍ତି । ଅବୁଝ ମାଡ଼ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ୩୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ […] The post ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୩୦ ନକ୍ସଲ appeared first on KNews Odisha.

ମାଲକାନଗିରି : ଛତିଶଗଡ଼ରେ ବଡ଼ ଧରଣର ମାଓ ଅପରେସନ୍ । ପୋଲିସକୁ ବଡ଼ ସଫଳତା। ୩୦ ମାଓବାଦୀ ନିପାତ । ନାରାୟଣପୁର-ଦାନ୍ତେୱାଡ଼ା ସୀମାରେ ଏନକାଉଣ୍ଟର । ନାରାୟପୁର ପୋଲିସ ଓ ଦାନ୍ତେୱାଡ଼ା ପୋଲିସର ମିଳିତ ସର୍ଚ୍ଚ ଅପରେସନ ବେଳେ ମିଳିଛି ବଡ଼ ସଫଳତା। ପୋଲିସ ଗୁଳିରେ ୩୦ ଜଣ ମାଓବାଦୀ ନିହତ ହୋଇଛନ୍ତି ।
ଅବୁଝ ମାଡ଼ ଅଞ୍ଚଳରେ ଏନକାଉଣ୍ଟର ହୋଇଛି । ୩୦ ମାଓବାଦୀଙ୍କ ମୃତଦେହ ଉଦ୍ଧାର ହୋଇଛି । ବର୍ତ୍ତମାନ ସୁଦ୍ଧା ଗୁଳି ବିନିମୟ ଜାରି ରହିଥିବା ସୂଚନା ମିଳିଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ଅନେକ ମାଓବାଦୀ ଆହତ ହୋଇଥିବା ସୂଚନା ରହିଛି । ଘଟଣା ସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଜବତ ଅସ୍ତ୍ରଶସ୍ତ୍ର ଭିତରେ ରହିଛି ଅଟୋମେଟିକ ରାଇଫଲ। ଏନକାଉଣ୍ଟର ନେଇ ଦାନ୍ତେୱାଡ଼ା ଏସପି ଗୌରବ ରାୟ ସୂଚନା ଦେଇଛନ୍ତି ।
The post ପୋଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳିବିନିମୟ,ନିପାତ ହୋଇଛନ୍ତି ୩୦ ନକ୍ସଲ appeared first on KNews Odisha.